Flag of Indiaसत्यमेव जयते
STATE ACTION POLITICS ODISHA

'ପୁଅ ଇମୋସନାଲ ହୋଇଯାଇଥିଲା' | Odisha Reporter

ବ୍ରଜରାଜନଗର ପୂର୍ବତନ ବିଧାୟିକା ଅଳକା ମହାନ୍ତି ନବୀନ ନିବାସରେ ପହଞ୍ଚି ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଛନ୍ତି । ପୁଅର ଫେସବୁକ୍ ପୋଷ୍ଟ ନେଇ ସ୍ପଷ୍ଟୀକରଣ ଦେଲେ ଅଳକା । #AlakaMohanty #NaveenPatnaik #BJD #Brajarajnagar #Jharsuguda #DipaliDas #OdishaPolitics #OdishaR

Odisha Reporter 2 newsrooms Sun, 12 Jul 2026 02:13
Read the original at Odisha Reporter ↗

Also reported by 1 other newsroom