GOOD
INDIA
ODISHA
ରଥଯାତ୍ରା ପୂର୍ବରୁ ପୁରୀରେ ହୋଟେଲ ହାଉସଫୁଲ୍, ବଢ଼ିଲା ରୁମ୍ର ଚାହିଦା। | Odisha Reporter
ରଥଯାତ୍ରା ପାଇଁ ଶ୍ରୀକ୍ଷେତ୍ରକୁ ଶ୍ରଦ୍ଧାଳୁଙ୍କ ସୁଅ ଛୁଟିଥିବା ବେଳେ ଅଧିକାଂଶ ହୋଟେଲରେ ରୁମ୍ ବୁକିଂ ସରିଯାଇଛି। କିଛି ସ୍ଥାନରେ ରୁମ୍ ଭଡ଼ା ୨ରୁ ୩ ଗୁଣା ବୃଦ୍ଧି ପାଇଥିବା ଅଭିଯୋଗ ଆସୁଛି। ଏହା ସହ ଭୁଆ ୱେବସାଇଟ୍ ମାଧ୍ୟମରେ ରୁମ୍ ବୁକିଂ ନାଁରେ ଠକେଇ ନେଇ ପୁରୀ ପୋଲିସ୍ ସତର୍କ କରିଛି।
Read the original at Odisha Reporter ↗