GOOD
INDIA
ODISHA
ତମ୍ବୁ ତଳେ ଜୀବନ | Odisha Reporter
ବନ୍ୟା ପାଣି କମିଛି, କିନ୍ତୁ କମିନି ଦୁର୍ଦ୍ଦଶା। ବାଲେଶ୍ୱର ରେମୁଣା ବ୍ଲକର ଦାହାପଡ଼ାରେ ଘର ଏବେ ବି ପାଣି ଘେରରେ ରହିଥିବାରୁ ବନ୍ଧ ଉପରେ ତମ୍ବୁ ଟାଣି ଓ ଟ୍ରାକ୍ଟର ଡାଲାରେ ଦିନ କାଟୁଛନ୍ତି ବନ୍ୟା ପୀଡ଼ିତ। ଆଶ୍ରୟ, ଖାଦ୍ୟ ଓ ସ୍ୱାଭାବିକ ଜୀବନକୁ ଫେରିବା ଅପେକ୍ଷାରେ ରହିଛନ୍ତି ପ୍ରଭାବିତ
Read the original at Odisha Reporter ↗