Flag of Indiaसत्यमेव जयते
GOOD INDIA ODISHA

ବଡ଼ଦାଣ୍ଡ ଜନସମୂଦ୍ର | Odisha Reporter

ଆଜି ସ୍ନାନପୂର୍ଣ୍ଣିମା। ରତ୍ନ ମଣ୍ଡପରୁ ସ୍ନାନ ମଣ୍ଡପକୁ ଓହ୍ଲାଇ ଆସିବେ ଚତୁର୍ଦ୍ଧା । ହେଲେ ଏହା ପୂର୍ବରୁ କଳା ଠାକୁରକୁ ଦେଖିବାକୁ ଭକ୍ତ ବ୍ୟାକୁ।ଳ ରାତିସାରା ବଡ଼ଦାଣ୍ଡରେ ଉଜାଗର ରହିଛନ୍ତି ଲକ୍ଷ ଲକ୍ଷ ଭକ୍ତ। କାଳିଆ ଠାକୁରର ଗୋଟିଏ ଝଲକ ଦେଖିବାକୁ ସେମାନଙ୍କ ମନ ବ୍ୟାକୁଳ। #SnanaPurnim

Odisha Reporter Mon, 29 Jun 2026 01:46
Read the original at Odisha Reporter ↗