Flag of Indiaसत्यमेव जयते
GOOD INDIA ODISHA

‘କେଜିରୁ ପିଜି ଯାଏଁ ମାଗଣାରେ ପଢିବେ ପିଲା’ | Odisha Reporter

ରାଜ୍ୟ କ୍ୟାବିନେଟ୍ ବୈଠକରେ 12ଟି ପ୍ରସ୍ତାବକୁ ମିଳିଛି ଅନୁମୋଦନ । କେଜିରୁ ପିଜି ଯାଏଁ ମାଗଣାରେ ହେବ ନାମଲେଖା । ନବମ, ଦଶମ ପିଲାଙ୍କୁ ବି ମଧ୍ୟାହ୍ନ ଭୋଜନ ମିଳିବା ନେଇ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ

Odisha Reporter Wed, 01 Jul 2026 16:00
Read the original at Odisha Reporter ↗