STATE ACTION
POLITICS
ODISHA
ओडिशा रिपोर्टर
ଉତ୍କଳ ହସ୍ପିଟାଲ ନିକଟ ବୁଦ୍ଧବିହାର ଆପାର୍ଟମେଣ୍ଟରେ ରାତିରେ ଆତଙ୍କରାଜ। ୧୫ରୁ ଅଧିକ ମୁଖାପିନ୍ଧା ଦୁର୍ବୃତ୍ତ ଖଣ୍ଡା ଓ ଭୁଜାଲି ଧରି ଆକ୍ରମଣ କରି ବୁଦ୍ଧବିହାର ସମ୍ପାଦକ ଗୌରାଙ୍ଗ ଦାସଙ୍କ ପୁଅଙ୍କୁ ଗୁରୁତର ଭାବେ ଆହତ କରିଥିବା ଅଭିଯୋଗ। #OdishaReporter #Bhubaneswar #BuddhaVihar #
Odisha Reporter पर मूल खबर पढ़ें ↗