Flag of Indiaसत्यमेव जयते
GOOD INDIA ODISHA

ଏଇ ପିଢ଼ାରେ ବସିଲେ କଳା ସାଆନ୍ତ | Odisha Reporter

‘ହୋମ ଯଜ୍ଞ ହୋଇ ସରିଛି ଲଜ୍ଜା ହୋମ । ହାତରେ ପିଢ଼ା। ଏଇ ପିଢ଼ାରେ ବସିଲେ କଳା ସାଆନ୍ତ । ସ୍ନାନପୂର୍ଣ୍ଣିମା। ପୂର୍ବରୁ ସରିଛି ମହାପ୍ରଭୁଙ୍କ ଲଜ୍ଜା ହୋମ। ହେଲେ ନୀଳଦ୍ରୀ ବିଜେ ଦିନେ ଫିଟିବ ଗଇଁଠାଳ। ’ ଏପରି କହିଛନ୍ତି ଜଣେ ସେବକ । #Jagannath #LordJagannath #SnanaPurnima #DebaSnan

Odisha Reporter Mon, 29 Jun 2026 01:56
Read the original at Odisha Reporter ↗