GOOD
INDIA
ODISHA
୩ ଫୁଟ୍ ପାଣିରେ ବୁଡ଼ିଲା ପୋଷ୍ଟାଲ ଅଫିସ୍ | Odisha Reporter
ବାଲେଶ୍ୱର ପୋଷ୍ଟାଲ ସୁପରିଟେଣ୍ଡେଣ୍ଟ କାର୍ଯ୍ୟାଳୟରେ ବନ୍ୟାର ଭୟାବହ ପ୍ରଭାବ। ତିନି ଫୁଟ ପାଣି ପଶିବାରୁ ଅନେକ ସରକାରୀ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ନଷ୍ଟ ହୋଇଥିବା ବେଳେ କମ୍ପ୍ୟୁଟର, ସିପିୟୁ, ୟୁପିଏସ୍, ମନିଟର ସମେତ ଲକ୍ଷାଧିକ ଟଙ୍କାର ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ମଧ୍ୟ ଅଚଳ ହୋଇପଡ଼ିଛି।
Pulse Bharat · Why it matters
Read the original at Odisha Reporter ↗
The Odisha postal office's flood damage threatens the security of sensitive government documents and electronic equipment worth thousands of rupees.