GOOD
INDIA
ODISHA
ଲଘୁଚାପ ବର୍ଷା, ଭିଜୁଛି ଓଡି଼ଶା | Odisha Reporter
ଲଘୁଚାପ ବର୍ଷା, ଭିଜୁଛି ଓଡି଼ଶା । ବିଭିନ୍ନ ଜିଲ୍ଲାରେ ତୁହାକୁ ତୁହା ବର୍ଷା । ମାଲକାନଗିରି, କୋରାପୁଟରେ ପ୍ରବଳ ବର୍ଷିବ। ୪ ଦିନ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା । #OdishaRain #LowPressure #MonsoonUpdate #OdishaWeather #HeavyRain #Malkangiri #Koraput #
Read the original at Odisha Reporter ↗