GOOD
INDIA
ODISHA
ବ୍ୟାଗ ଭିତରୁ ମିଳିଲା ଶିଶୁ | Odisha Reporter
ଢେଙ୍କାନାଳ ସହରର ରାମେଶ୍ୱରପୁର ଓଭରବ୍ରିଜ୍ ନିକଟରେ ଏକ ଜରି ବ୍ୟାଗ୍ ଭିତରୁ ନବଜାତ ଶିଶୁପୁତ୍ରର ମୃତଦେହ ଉଦ୍ଧାର ହୋଇଛି। ସ୍ଥାନୀୟ ଲୋକଙ୍କ ସୂଚନା ପାଇ ଟାଉନ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି। ଘଟଣାର ପ୍ରକୃତ କାରଣ ଜାଣିବା ପାଇଁ ପୋଲିସ ତଦନ୍ତ ଜାର
Read the original at Odisha Reporter ↗