Flag of Indiaसत्यमेव जयते
GOOD INDIA ODISHA

ପେସା ଡାକ୍ତର , ନିଶା ମଡେଲିଂ | Odisha Reporter

ପେସା ଡାକ୍ତର, ନିଶା ମଡେଲିଂ: ରାଉରକେଲାର ଝିଅ ଡାକ୍ତର ସୁସ୍ମିତା ଭଞ୍ଜଙ୍କ କମାଲ। MBBS କରିବା ପରେ ବି ଛାଡ଼ିନାହାନ୍ତି ମଡେଲିଂର ନିଶା; ଏବେ ମିସ୍ ଆଣ୍ଡ ମିସେସ ୟୁନିଭର୍ସାଲ ଓଡ଼ିଶାର ରାଜ୍ୟ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିବା ସହ ଯୁବପିଢ଼ିଙ୍କୁ ମାଗଣାରେ ଦେଉଛନ୍ତି ଗ୍ରୁମିଂ ଟ୍ରେନିଂ।

Odisha Reporter Fri, 19 Jun 2026 08:14
Read the original at Odisha Reporter ↗