Flag of Indiaसत्यमेव जयते
GOOD INDIA ODISHA

ଛଟପଟ ହେଉଥିଲେ ଜୀବନ ଚାଲିଗଲା | Odisha Reporter

ବାପା ପାଇଁ ଆତ୍ମାହୁତି ଉଦ୍ୟମ କରିଥିବା ମହିଳାଙ୍କ ମୃତ୍ୟୁ, ଭୁବନେଶ୍ୱରର ଏକ ଘରୋଇ ହସ୍‌ପିଟାଲରେ ଆଖି ବୁଜିଲେ ମହିଳା । ନିମଖଣ୍ଡି ଥାନା ଲୋଚାପଡ଼ା ବାସୁଦେବ ନଗର ମହିଳାଙ୍କ ମୃତ୍ୟୁ । ନିଜ ବାପା ନାଁରେ ଯୌନ ନିର୍ଯାତନା ଅଭିଯୋଗ ଆଣିଥିଲେ ମହିଳା #WomanDies #FatherSexualAbuse #Woman

Pulse Bharat · Why it matters

A woman's death after attempting self-immolation raises serious questions about justice and the handling of alleged familial abuse cases.

Odisha Reporter Sun, 12 Jul 2026 07:03
Read the original at Odisha Reporter ↗