GOOD
INDIA
ODISHA
କିଏ କୁଲ୍ଫି ଖାଇବ ଆସ, ଗୋଲକ ମଉସା ଆସିଲେଣି | Odisha Reporter
ବଡ ବଡ କମ୍ପାନିର ବ୍ରାଣ୍ତ ଏଠି ଫେଲ ମାରିଛି । ଆଉ ସାରା ଅନୁଗୁଳ ବଜାରରେ ବର୍ଷ ଧରି ରାଜ କରୁଛି ଗୋଲକ ମଉସାଙ୍କ ଦେଶୀ କୁଲ୍ପି । ନା ବଡ ବଡ ନାମୀଦାମୀ କମ୍ପାନୀ ମାନଙ୍କ ଭଳି ତାଙ୍କର ବ୍ରାଣ୍ତ ପ୍ରମୋସନ ଅଛି । ନା ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ ସେ କୌଣସି ବି଼ଜ୍ଞାନପର ସାହାରା ନିଅନ୍
Read the original at Odisha Reporter ↗