Flag of Indiaसत्यमेव जयते
GOOD INDIA ODISHA

ଆଗରୁ ଦେଢ଼ଶହ ପାଉଥିଲି ଏବେ ଦେଢ଼ ଲକ୍ଷ | Odisha Reporter

ଯାତ୍ରା ଜଗତର ଚର୍ଚ୍ଚିତ ଯାତ୍ରା ହାସ୍ୟାଭିନେତା ନିଲୁଆ ଓଝା କହିଲେ ନିଜ ମନର କଥା । କହିଲେ ଦେଢ଼ଶ'ଟଙ୍କାରୁ ଯାତ୍ରା କ୍ୟାରିୟର୍ ଆରମ୍ଭ କରି ଏବେ ଦେଢ଼ ଲକ୍ଷ ଟଙ୍କା ପାଉଛନ୍ତି। ଶୁଣନ୍ତୁ ଏନେଇ କଣ କହୁଛନ୍ତି ନିଲୁଆ... #NiluaOjha #Jatra #OdiaEntertainment #OdiaTheatre #JatraCome

Odisha Reporter Fri, 03 Jul 2026 04:14
Read the original at Odisha Reporter ↗