GOOD
INDIA
ODISHA
ମଶାଣିରୁ ଫେରିଲା ଶବ | Odisha Reporter
ଡାକ୍ତର ମୃତ ଘୋଷଣା ପରେ ମୃତଦେହ ବିନା ବ୍ୟବଛେଦରେ ଘରକୁ ନେଇଥିବା ପରେ ଘରେ କୋକେଇ ବନ୍ଧାସରି ସମସ୍ତ କାର୍ଯ୍ୟକର୍ମ ଅନ୍ତିମ ଅପେକ୍ଷାରେ ଥିଲା। ସେତିକିବେଳେ ଗାଁର ବୁଦ୍ଧିଜୀବୀଙ୍କ ମତ ପରେ ଶବକୁ ରାତିଅଧରେ ପୁଣିଥରେ ବ୍ୟବଛେଦ ପାଇଁ ମେଡ଼ିକାଲ ଆଣିଲେ ପରିବାର ଲୋକେ। #Odisha #OdishaReport
Read the original at Odisha Reporter ↗