Flag of Indiaसत्यमेव जयते
GOOD INDIA ODISHA

ପହଣ୍ଡିରେ ଆସୁଛନ୍ତି ଚକ୍ରରାଜ ଶ୍ରୀସୁଦର୍ଶନ | Odisha Reporter

ଆରମ୍ଭ ହେଲା ପହଣ୍ଡି । ୩ ରଥର ପ୍ରତିଷ୍ଠା ପରେ ପହଣ୍ଡି ଆରମ୍ଭ । ପହଣ୍ଡିରେ ଆସୁଛନ୍ତି ଚକ୍ରରାଜ ଶ୍ରୀସୁଦର୍ଶନ । ଏହାପରେ ପ୍ରଭୁ ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ପହଣ୍ଡି ହେବ । ଶେଷରେ ଝୁଲି ଝୁଲି ଆସିବେ କାଳିଆ ସାଆନ୍ତ । #purirathyatra #RathYatra2026 #LordSudarshan #Chakraraj #

Odisha Reporter Thu, 16 Jul 2026 04:08
Read the original at Odisha Reporter ↗