GOOD
INDIA
ODISHA
ମୁଣ୍ତରେ ବନ୍ଧୁକ ଲଗାଇ ସବୁ ଲୁଟିନେଲେ | Odisha Reporter
ବାଲେଶ୍ୱର ଜିଲ୍ଲା ବସ୍ତା ଅଞ୍ଚଳର ଦରଡା ପେଟ୍ରୋଲ ପମ୍ପରେ ବନ୍ଧୁକ ଦେଖାଇ ସଶସ୍ତ୍ର ଲୁଟ୍। ବୁଲେଟ୍ ବାଇକରେ ଆସିଥିବା ଦୁଇ ଦୁର୍ବୃତ୍ତ କର୍ମଚାରୀଙ୍କୁ ଧମକ ଦେଇ କାଉଣ୍ଟରରୁ ନଗଦ ଟଙ୍କା ଲୁଟି ଫେରାର ହୋଇଯାଇଛନ୍ତି। ସମ୍ପୂର୍ଣ୍ଣ ଘଟଣା ସିସିଟିଭିରେ କଏଦ ହୋଇଥିବାବେଳେ ପୋଲିସ ଫୁଟେଜ୍ ଆଧାରରେ
Read the original at Odisha Reporter ↗