Flag of Indiaसत्यमेव जयते
GOOD INDIA ODISHA

Odisha Flood ରେ ଜଳ ପ୍ରଳୟ: ୫ ଜିଲ୍ଲାର ୫୪ ବ୍ଲକ ଓ ୬ ପୌରାଂଚଳର ୫.୨୨ଲକ୍ଷ ଲୋକ ପ୍ରଭାବିତ, ୯୨ହଜାର ସ୍ଥାନାନ୍ତର

ରାଜ୍ୟରେ ଲଗାଣବର୍ଷାଜନିତ ବନ୍ୟା ଯୋଗୁ ଉତ୍ତର ଓଡ଼ିଶାରେ ଜଳ ପ୍ରଳୟ ସହ ବନ୍ୟା ପରିସ୍ଥିତି ସଙ୍ଗୀନ ରୂପ ଧାରଣ କରିଛି। ବିଶେଷକରି ବାଲେଶ୍ୱର, ଭଦ୍ରକ, ଯାଜପୁର, ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାର ମୋଟ ୫୪ଟି ବ୍ଲକ ଓ ୬ଟି ପୌରାଂଚଳର ପ୍ରାୟ ୫ଲକ୍ଷ ୨୨ହଜାର ୮୫୦ଜଣ ଲୋକ ବନ୍ୟା ପ୍ରଭାବିତ ହୋଇଥିବା

Odisha Reporter Wed, 29 Jul 2026 16:02
Read the original at Odisha Reporter ↗