GOOD
INDIA
ODISHA
Odisha ଏଣିକି ଡ୍ରାଇଭିଂ ଲାଇସେନ୍ସ ଓ ପ୍ୟାନ୍ ଦେଖାଇ ବି କରିହେବ ଜମିଜମା ଓ ସମ୍ପତ୍ତି ରେଜିଷ୍ଟ୍ରେସନ୍ , ସ୍ୱେଚ୍ଛାକୃତ ହେଲା ‘ଆଧାର’

ଏଣିକି ଓଡ଼ିଶାରେ ଜମିଜମା ଓ ସମ୍ପତ୍ତି ରେଜିଷ୍ଟ୍ରେସନ୍ କିମ୍ବା ଅନ୍ୟାନ୍ୟ ରାଜସ୍ୱ ସେବା ପାଇଁ ‘ଆଧାର’ ଜରୁରୀ ନୁହେଁ। କୌଣସି ନାଗରିକଙ୍କୁ ଆଉ ସମ୍ପତ୍ତି କିଣାବିକାବେଳେ ‘ଆଧାର କାର୍ଡ’ ପାଇଁ ହଇରାଣ ହେବାକୁ ପଡ଼ିବ ନାହିଁ କିମ୍ବା ସରକାର ମଧ୍ୟ ଆପଣଙ୍କୁ ଏଥିପାଇଁ ବାଧ୍ୟ କରିପାରିବେ ନାହିଁ।
Read the original at Odisha Reporter ↗