GOOD
INDIA
ODISHA
No New Petrol Bikes: ୩୦ ଲକ୍ଷରୁ କମ ଦାମର ଇ-କାର୍ ଟିକସ ମୁକ୍ତ, ୨୦୨୮ରୁ ପେଟ୍ରୋଲ ବାଇକ ବନ୍ଦ

No New Petrol Bikes: ବିଦ୍ୟୁତ ଚାଳିତ(ଇଭି) ଗାଡ଼ିକୁ ସରକାରଙ୍କ ଗୁରୁତ୍ୱ। ସହରକୁ ପ୍ରଦୂଷଣ କବଳରୁ ରକ୍ଷା କରିବା ପାଇଁ ଇଭିକୁ ପ୍ରୋତ୍ସାହିତ କରିବାକୁ ନିଷ୍ପତ୍ତି ନେଇଛନ୍ତି ସରକାର। ଏଣିକି ୩୦ ଲକ୍ଷରୁ କମ ଇ-କାର ଉପରେ ଦେବାକୁ ପଡ଼ିବ ନାହିଁ ସଡ଼କ ଟିକସ ଓ ପଞ୍ଜିତକରଣ ଫି’। ସେହିପରି ୨୦୨୮
Read the original at Odisha Reporter ↗