ACCOUNTABILITY
POLITICS
ODISHA
NHRC ଚାମେଲିଙ୍କ ମାମଲାରେ ରିପୋର୍ଟ ମାଗିଲେ ଜାତୀୟ ମାନବାଧିକାର ଆୟୋଗ, ଏପଟେ ମିଳିଲା ଜାମିନ

କେନ୍ଦ୍ରାପଡ଼ା ଜିଲ୍ଲା ତିଖିରି ପଂଚାୟତର ସରପଂଚ ଚାମେଲି ଓଝାଙ୍କ ପ୍ରତି ପୁଲିସର କାର୍ଯ୍ୟାନୁଷ୍ଠାନକୁ ନେଇ କେନ୍ଦ୍ରାପଡ଼ା ରାଜନୀତି ସରଗରମ ରହିଛି। ଏହି ସମ୍ବେଦନଶୀଳ ଘଟଣାରେ ଜାତୀୟ ମାନବାଧିକାର ଆୟୋଗ ଆଜି କେନ୍ଦ୍ରାପଡ଼ା ଜିଲ୍ଲାପାଳ ଓ ପୁଲିସ ଏସପିଙ୍କୁ ରିପୋର୍ଟ ତଲବ କରି ୧୫ଦିନ ସୁଦ୍ଧା ଆକ
Read the original at Odisha Reporter ↗