GOOD
INDIA
ODISHA
NHAI ମେଗା ରାଜପଥ ପ୍ରକଳ୍ପ: ଜମି ବିବାଦର ତ୍ୱରିତ୍ ସମାଧାନ ପାଇଁ ୬ ଜିଲ୍ଲାପାଳ ହେବେ ଆର୍ବିଟ୍ରେଟର, କେନ୍ଦ୍ରକୁ ପ୍ରସ୍ତାବ

କୋଷ୍ଟାଲ ହାଇୱେ ଓ କ୍ୟାପିଟାଲ ରିଜନ ରିଙ୍ଗରୋଡ୍ ଭଳି ପ୍ରମୁଖ ମେଗା ଜାତୀୟ ରାଜପଥ ପ୍ରକଳ୍ପଗୁଡ଼ିକର କାର୍ଯ୍ୟକୁ ଗତିଶୀଳ ଓ ତ୍ୱରାନ୍ୱିତ କରିବା ନିମନ୍ତେ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି। ଏସବୁ ରାଜପଥ ପ୍ରକଳ୍ପଗୁଡ଼ିକ ପାଇଁ ଜମି ଅଧିଗ୍ରହଣଜନିତ କ୍ଷତିପୂରଣ ବିବାଦର ତ୍ୱରିତ୍ ସମାଧାନ ପାଇଁ
Read the original at Odisha Reporter ↗