GOOD
CRIME
ODISHA
New DGP ଅଗଷ୍ଟ ୧୬ରେ ଅବସର ପାଇଁ ପୁଲିସ ଡିଜିଙ୍କୁ ଅନୁମତି ଦେଲେ ସରକାର, ୭ରେ ନୂଆ ଡିଜିପି ଚୟନ ବୈଠକ

ରାଜ୍ୟ ପୁଲିସ ଡିଜି ୱାଇବି ଖୁରାନିଆ ଆସନ୍ତା ଅଗଷ୍ଟ ୧୬ତାରିଖରେ ଅବସର ନେବେ। ତାଙ୍କୁ ଅବସର ନେବା ପାଇଁ ରାଜ୍ୟ ସରକାର ଅନୁମତି ପ୍ରଦାନ କରିଛନ୍ତି ଓ ଏନେଇ ଗୃହ ବିଭାଗ ପକ୍ଷରୁ ଗତକାଲି ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ଏପଟେ ନୂଆ ପୁଲିସ ଡିଜି ଚୟନ ପାଇଁ ଅଗଷ୍ଟ ୭ତାରିଖରେ ନୂଆଦିଲ୍ଲୀର
Read the original at Odisha Reporter ↗