GOOD
INDIA
ODISHA
NEET Exam Success: ଜ୍ଞାନରଞ୍ଜନ ଓ ପ୍ରଭଞ୍ଜନ- ମାଧପୁର ଗାଁର ଗର୍ବ; ଦୁଇ ଭାଇ ନିଟ୍ରେ ଉତ୍ତୀର୍ଣ୍ଣ

ଜ୍ଞାନରଞ୍ଜନ ଦାଶ ଓ ପ୍ରଭଞ୍ଜନ ଦାଶ- ଦୁହେଁ ଦୁଇ ଭାଇ। ସେମାନଙ୍କ ଘର ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ୍ ମାଧପୁର ପଞ୍ଚାୟତ ମାଧପୁର ଗାଁରେ। ସେମାନଙ୍କ ପାଇଁ ଏବେ ପୂରା ମାଧପୁର ଗାଁ ଖୁସି। କାରଣ ସେମାନେ ଗାଁ ପାଇଁ ଆଣିଛନ୍ତି ଗୌରବ। ଦୁଇ ଭାଇ ନିଟ୍ (NEET)ରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ପ୍ରଥ
Read the original at Odisha Reporter ↗