CRISIS
INDIA
MAHARASHTRA
Mumbai Rain: ପୁଣି ଜୀବନ ନେଲା ଲଗାଣ ବର୍ଷା, ଗଛ ପଡ଼ି ଦୋକାନୀ ମୃତ

Mumbai Rain: ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ ମୌସୁମୀର ଭୟଙ୍କର ରୂପ ଜାରି ରହିଛି। ମୌସୁମୀ ଯୋଗୁ ଲଗାଣ ବର୍ଷା ଏବେ ଜୀବନ ନେବା ଆରମ୍ଭ କରିଛି। ରବିବାର ମୁମ୍ବାଇରେ ଲଗାଣ ବର୍ଷା ଯୋଗୁ ଗଛ ପଡ଼ି ଜଣେ ୬୩ ବର୍ଷୀୟ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ପୂରା ଘଟଣା କୁର୍ଲା ୱେଷ୍ଟ ଅନ୍ତର୍ଗତ ନୌପଡ଼ା
Read the original at Odisha Reporter ↗