GOOD
INDIA
ODISHA
Monster Venezuela Earthquakes: ଛାରଖାର ଭେନେଜୁଏଲାରେ ମୃତ୍ୟସଂଖ୍ୟା ୫୮୯ ଛୁଇଁଲା, ଏବେ ବି ହଜାର ହଜାର ଲୋକଙ୍କ ପତ୍ତା ମିଳୁନି

Monster Venezuela Earthquakes: ଡବଲ ଭୂକମ୍ପ ଝଟକାରେ ଛାରଖାର ହୋଇଥିବା ଭେନେଜୁଏଲାରେ ମୃତ୍ୟୁସଂଖ୍ୟା ହୁହୁ ହୋଇ ବଢ଼ିବାରେ ଲାଗିଛି। ଉଦ୍ଧାର କାର୍ଯ୍ୟ ଯେତିକି ଆଗଉଛି ମୃତ୍ୟୁସଂଖ୍ୟା ସେତିକି ବଢ଼ୁଛି। ବର୍ତ୍ତମାନ ସୁଦ୍ଧା ପ୍ରଶାସନ ଧ୍ୱଂସାବଶେଷ ତଳୁ ୫୮୯ ଜଣଙ୍କ ମୃତଦେହ ଉଦ୍ଧାର କରିଛି।
Read the original at Odisha Reporter ↗