GOOD
BUSINESS
MADHYA PRADESH
Mohan Yadav: ମୋହନ ଯାଦବ ମୁଖ୍ୟମନ୍ତ୍ରୀ ହେବା ପରେ ୨ ବର୍ଷରେ ପରିବାର ଲୋକ କିଣିଛନ୍ତି ୧୬୮ ଏକର ଜମି, ଆସିଲା ବିସ୍ତୃତ ତଥ୍ୟ

Mohan Yadav: ବିବାଦରେ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ମୋହନ ଯାଦବ। ସେ ୨ ବର୍ଷ ତଳେ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ। ଏହାପରେ ସତେ ଯେମିତି ତାଙ୍କ ପରିବାର ଲୋକଙ୍କ ଭାଗ୍ୟ ବଦଳି ଯାଇଛି। କାରଣ ମୋହନ ଯାଦବଙ୍କ ପରିବାର ଲୋକ ଉଜ୍ଜୟିନୀରେ ମାତ୍ର ୨ ବର୍ଷ ମଧ୍ୟରେ କିଣିଛନ୍ତି
Read the original at Odisha Reporter ↗