Flag of Indiaसत्यमेव जयते
GOOD INDIA ODISHA

କେବେ କାର୍ଯ୍ୟକ୍ଷମ ହେବ MKCG ମେଡିକାଲ କଲେଜ ଓ ହସ୍‌ପିଟାଲର କ୍ୟାନସର କେୟାର ୟୁନିଟ୍‌; ୪ ବର୍ଷ ହେଲାଣି ସରୁନି କାମ

ବ୍ରହ୍ମପୁର ବିଜିପୁର ନିବାସୀ ପ୍ରଦୀପ କୁମାର ପାତ୍ର ୪ ବର୍ଷ ତଳେ ମୁଖ କର୍କଟରେ ଆକ୍ରାନ୍ତ ହୋଇଥିଲେ। ଏହା ଜଣାପଡ଼ିବା ପରେ ସେ ଚିକିତ୍ସା ପାଇଁ ବ୍ରହ୍ମପୁର ସ୍ଥିତ ଏମ୍‌କେସିଜି ମେଡିକାଲ କଲେଜ ଓ ହସ୍‌ପିଟାଲକୁ। କିନ୍ତୁ ଡାକ୍ତର କହିଥିଲେ ଯେ ଏଠାରେ ଏହି ରୋଗର କୌଣସି ଚିକିତ୍ସା କରି ହେବ ନ

Odisha Reporter Sun, 28 Jun 2026 12:14
Read the original at Odisha Reporter ↗