GOOD
INDIA
ODISHA
Missing files from CMO: ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଫାଇଲ୍ ଗାଏବ ଘଟଣାରେ ରାଜେଶ ବର୍ମା ଓ ମନୋଜ ମିଶ୍ରଙ୍କୁ ସମନ୍

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ (CMO)ରୁ ଫାଇଲ୍ ଗାଏବ ଘଟଣାରେ ଅବସରପ୍ରାପ୍ତ IAS ଅଫିସର ରାଜେଶ ବର୍ମା ଓ ପୂର୍ବତନ ଆଇଟି ସଚିବ ମନୋଜ ମିଶ୍ରଙ୍କୁ ସମନ ଜାରି କରିଛନ୍ତି ଭୁବନେଶ୍ୱରର କ୍ୟାପିଟାଲ ଥାନାର ଅତିରିକ୍ତ ଆଇଆଇସି ତଥା ତଦନ୍ତ ଅଧିକାରୀ। ଉଭୟ ଅଧିକାରୀଙ୍କୁ ଜୁଲାଇ ୨୨ ତାରିଖ ୧୧ଟା ବ
Read the original at Odisha Reporter ↗