GOOD
CRIME
ODISHA
Man Murdered Wife, Children, Teen: ଜାମିନ ମିଳିବା ପରେ ପତ୍ନୀ, ୨ ପୁଅ ଓ ଯୌନ ନିର୍ଯାତନା ଅଭିଯୋଗ ଆଣିଥିବା କିଶୋରୀଙ୍କ ସମେତ ୬ ଜଣଙ୍କୁ ମାରିଦେଲେ

Murder: ସାମ୍ନାକୁ ଆସିଛି ଲୋମହର୍ଷଣକାରୀ ହତ୍ୟା ଘଟଣା। ତେଲଙ୍ଗାନାର ରଙ୍ଗା ରେଡ୍ଡୀରେ ଜଣେ ୩୫ ବର୍ଷୀୟ ବ୍ୟକ୍ତି ଘଟାଇଛନ୍ତି ଜଘନ୍ୟକାଣ୍ଡ। ସେ ଜାମିନ ପାଇବା ମାତ୍ରେ ନିଜ ପତ୍ନୀ, ୨ ପୁଅ, ତାଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣିଥିବା ୧୭ ବର୍ଷୀୟ ଝିଅ ଓ ପୀଡ଼ିତାଙ୍କ ପରିବାରର ୨ ଜଣଙ
Read the original at Odisha Reporter ↗