STATE ACTION
POLITICS
ODISHA
Man Kills Wife: ପରକୀୟା ପ୍ରୀତିକୁ ବିରୋଧ କରୁଥିଲେ ସ୍ତ୍ରୀ, ପିଟି ପିଟି ମାରିଦେଲା ସ୍ୱାମୀ

ସ୍ତ୍ରୀକୁ ପିଟି ପିଟି ମାରିଦେଲା ସ୍ୱାମୀ। ସ୍ୱାମୀକୁ ଅଟକ ରଖିଛି ପୁଲିସ। ଝାରସୁଗୁଡ଼ା ଜିଲ୍ଲା ସଦର ଥାନା ଅନ୍ତର୍ଗତ ହଂଶାମୁରା କଣ୍ଟାପାଲିର ଘୁନଘୁଟି ପଡ଼ାରେ ଘଟିଛି ଏହି ଘଟଣା। ମୃତ ମହିଳାଙ୍କ ନାଁ ସୌଦାମିନୀ କିସାନ (୨୭)। ଅଭିଯୁକ୍ତ ତଥା ତାଙ୍କ ସ୍ୱାମୀଙ୍କ ନାଁ ରାହୁଲ ବାଘ (୨୮)। ଗତକା
Read the original at Odisha Reporter ↗