GOOD
POLITICS
ODISHA
Mahua's praise for CM fuels buzz: ବଦଳୁଛି ମହୁଆଙ୍କ ମିଜାଜ! ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁଙ୍କୁ କଲେ ପ୍ରଶଂସା, ପୁରୁଣା କଥା ମନେପକାଇଲେ

Mahua Moitra: ବେଙ୍ଗଲରେ ଏବେ ଦଳବଦଳ ଋତୁ ଚାଲିଛି। ବିଧାନସଭା ନିର୍ବାଚନରେ ଟିଏମସି ହାରିବା ପରେ ଦଳରେ ଦେଖାଯାଇଛି ବିଭାଜନ। ବିଧାୟକଙ୍କ ଠାରୁ ଆରମ୍ଭ କରି ସାଂସଦମାନେ ଟିଏମସିର ପ୍ରତିଷ୍ଠାତା ମମତା ବାନାର୍ଜୀଙ୍କ ହାତ ଛାଡ଼ିବାରେ ଲାଗିଛନ୍ତି। ସେମାନେ ମମତାଙ୍କ ଠାରୁ ସେ ପ୍ରତିଷ୍ଠା କରିଥି
Read the original at Odisha Reporter ↗