CRISIS
POLITICS
ODISHA
Lightning strikes wedding procession: ବରଯାତ୍ରୀ ଉପରେ ବଜ୍ରପାତ; ଜଣେ ମୃତ, ୨ ଆହତ

କନିଆ ଘର ଆଉ ଅଳ୍ପ ଦୂର ଥିଲା। ବରଯାତ୍ରୀ ନାଚି ନାଚି କନିଆ ଘର ଅଭିମୁଖେ ଯାଉଥିବା ବେଳେ ମାରି ଥିଲା ବିଜୁଳି। ଫଳରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଆଉ ୨ ଜଣ ଆହତ ହୋଇଛନ୍ତି। ଶୁକ୍ରବାର ଏହି ଘଟଣା ଘଟିଛି ଢେଙ୍କାନାଳ ସଦର ଥାନା ରଞ୍ଜା ଗାଁରେ। ମୃତ ବ୍ୟକ୍ତିଙ୍କ ନାଁ ଅମିନ ବେହେରା। ତାଙ୍କୁ
Read the original at Odisha Reporter ↗