CRISIS
POLITICS
ODISHA
Kharasrota River Crocodile Attack: ଖରସ୍ରୋତାରେ ଗାଧୋଉଥିବା ବେଳେ ଟାଣି ନେଲେ କୁମ୍ଭୀର

ନଦୀରେ ଗାଧୋଇବା ବେଳେ ଟାଣି ନେଲା କୁମ୍ଭୀର। ମଙ୍ଗଳବାର ଯାଜପୁର ସଦର ଥାନା ଦେବିଲରେ ଘଟିଛି ଏହି ଘଟଣା। ନିଖୋଜ ବ୍ୟକ୍ତିଙ୍କ ନାଁ ହରିହର ଜେନା। ତାଙ୍କ ଘର ଦେବିଲ ପଞ୍ଚାୟତ ରିଶିପୁର ଗାଁରେ। ୫୨ ବର୍ଷୀୟ ହରିହର ଖରସ୍ରୋତା ନଦୀକୁ ଗାଧୋଇବାକୁ ଯାଇଥିଲେ। ସେଠାରେ ଗାଧୋଉଥିବା ସମୟରେ ଏକ କୁମ୍ଭୀ
Read the original at Odisha Reporter ↗