ACCOUNTABILITY
CRIME
ODISHA
Ketan Agarwal murder case: ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ଗଲେ ପ୍ରେମୀ ଯୁଗଳ; ଗଣମାଧ୍ୟମକୁ ସିୟାଙ୍କ ଅଶ୍ଲୀଳ ଇଙ୍ଗିତ

ପୁଲିସ ରିମାଣ୍ଡ ଶେଷ ହେବା ପରେ କେତନ ଅଗ୍ରୱାଲ ହତ୍ୟା ମାମଲାର ଅଭିଯୁକ୍ତ ସିୟା ଗୋୟଲ ଓ ଚେତନ ଚୌଧୁରୀଙ୍କୁ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଆଜି ରିମାଣ୍ଡ ଅବଧି ଶେଷ ହେବା ପରେ ପୁଲିସ ଦୁଇ ଅଭିଯୁକ୍ତଙ୍କୁ ପୁନେର ଏକ କୋର୍ଟରେ ହାଜର କରିଥିଲା। ସେମାନଙ୍କୁ ଆହୁରି ୩
Read the original at Odisha Reporter ↗