GOOD
INDIA
ODISHA
Jan Viswas Bill ବ୍ୟବସାୟୀ ଓ ଉଦ୍ୟୋଗୀଙ୍କୁ ଆଶ୍ୱସ୍ତି: ଭୁଲ୍ବଶତଃ ତ୍ରୁଟି ପାଇଁ ଆଉ ହେବନି ଜେଲ୍ ଦଣ୍ଡ, ଆସିବ ସଂଶୋଧିତ ବିଲ୍

ରାଜ୍ୟରେ ଶିଳ୍ପ ଓ ବ୍ୟବସାୟିକ ଅନୁକୂଳ ପରିବେଶ ନିମନ୍ତେ ‘ଇଜ୍ ଅଫ ଡୁଇଙ୍ଗ୍ ବିଜିନେସ’ ପ୍ରକ୍ରିୟାକୁ ଅଧିକ ସରଳ କରିବା ପାଇଁ ରାଜ୍ୟ ସରକାର ବ୍ୟାପକ ଆଇନଗତ ସଂସ୍କାର ଆଣିବାକୁ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ‘ଓଡ଼ିଶା ଜନ ବିଶ୍ୱାସ ଅଧିନିୟମ-୨୦୨୫’ରେ ବ୍ୟାପକ ସଂଶୋଧ
Read the original at Odisha Reporter ↗