Flag of Indiaसत्यमेव जयते
GOOD INDIA ODISHA

Ireland vs India: ସୂର୍ଯ୍ୟାଂଶ ଓ ପ୍ରିନ୍ସଙ୍କୁ ମିଳିଲା ଡେବ୍ୟୁ କ୍ୟାପ୍‌, ବୈଭବଙ୍କୁ ଆହୁରି ଅପେକ୍ଷା କରିବାକୁ ପଡ଼ିବ

ଆୟର୍ଲ୍ୟାଣ୍ଡ ବିପକ୍ଷ ଦୁଇ ଟିକିଆ ଟି-୨୦ ସିରିଜର ଦ୍ୱିତୀୟ ମ୍ୟାଚ୍ ଆଜି ଖେଳା ଯାଉଥିବା ବେଳେ ବୈଭବ ସୂର୍ଯ୍ୟବଂଶୀଙ୍କ ଫ୍ୟାନ୍‌ମାନଙ୍କୁ ନିରାଶ ହେବାକୁ ପଡ଼ିଛି। ତାଙ୍କୁ ଆଜି ମଧ୍ୟ ସୁଯୋଗ ମିଳି ନାହିଁ। ତେଣୁ ଭାରତୀୟ ସିନିୟର ଟିମ୍‌ରେ ପାଇଁ ଡେବ୍ୟୁ କରିବାକୁ ତାଙ୍କୁ ଆହୁରି ଅପେକ୍ଷା କରିବ

Odisha Reporter Sun, 28 Jun 2026 13:28
Read the original at Odisha Reporter ↗