Flag of Indiaसत्यमेव जयते
GOOD INDIA ODISHA

India Coach Set To Resign: ଇଂଲଣ୍ଡ ଦିନିକିଆ ସିରିଜ ପରେ ଇସ୍ତଫା ଦେବେ ଭାରତୀୟ କ୍ରିକେଟ ଟିମର କୋଚ

India Coach Set To Resign: ଇସ୍ତଫା ଦେବେ ଭାରତୀୟ ସିନିୟର ପୁରୁଷ କ୍ରିକେଟ ଟିମର କୋଚ୍‌। ବର୍ତ୍ତମାନ ଚାଲିଥିବା ଇଂଲଣ୍ଡ ବିପକ୍ଷ ୩ଟିକିଆ ଦିନିକିଆ ସିରିଜ ଶେଷ ହେବା ମାତ୍ରେ ସେ ଇସ୍ତଫା ଦେବେ। ଏନେଇ ସେ ବିସିସିଆଇକୁ ମଧ୍ୟ ଜଣାଇ ସାରିଥିବା ରିପୋର୍ଟ ପ୍ରକାଶ ପାଇଛି। ରିପୋର୍ଟ ଅନୁସାରେ

Odisha Reporter Tue, 14 Jul 2026 11:22
Read the original at Odisha Reporter ↗