STATE ACTION
POLITICS
ODISHA
ଚୌଦ୍ୱାର ଜେଲ୍ରେ ୫ କଏଦୀ HIV ପଜିଟିଭ୍ ଚିହ୍ନଟ

ଚୌଦ୍ୱାର ମଣ୍ଡଳ କାରାଗାରରେ ୫ କଏଦୀ HIV ପଜିଟିଭ ଚିହ୍ନଟ। ଆକ୍ରାନ୍ତଙ୍କ ମଧ୍ୟରୁ ୨ ଜଣ ସଜା କାଟୁଛନ୍ତି। ଅନ୍ୟ ୩ ଜଣ ହେଉଛନ୍ତି ବିଚାରାଧୀନ କଏଦୀ। ଚୌଦ୍ୱାର ମଣ୍ଡଳ କାରାଗାର ଅଧୀକ୍ଷକ ସୁଜିତ ରାଉଳ ଏହି ସୂଚନା ଦେଇଛନ୍ତି। ଶ୍ରୀ ରାଉଳ କହିଛନ୍ତି, ସେମାନଙ୍କୁ ଜେଲ୍ର ସ୍ୱତନ୍ତ୍ର ୱାର୍ଡରେ
Read the original at Odisha Reporter ↗