CRISIS
POLITICS
ODISHA
Hanging Dead Body: ବିଦ୍ୟୁତ ସେବା କେନ୍ଦ୍ରରୁ ଲାଇନ ମ୍ୟାନଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ବିଦ୍ୟୁତ୍ ସେବା କେନ୍ଦ୍ରରେ ଲାଇନ ମ୍ୟାନଙ୍କ ସନ୍ଦେହଜନକ ମୃତ୍ୟୁ। କେନ୍ଦ୍ରାପଡ଼ା ଜିଲ୍ଲା ଆଳିର ଷ୍ଟାଡିୟମ୍ ଗଳିରେ ଥିବା ବିଦ୍ୟୁତ୍ ସେବା କେନ୍ଦ୍ରରେ ଘଟିଛି ଏହି ଘଟଣା। ମୃତକଙ୍କ ନାଁ ହେମନ୍ତ କୁମାର ଦାସ। ତାଙ୍କ ଘର ମାହାଙ୍ଗା ଥାନା ଅଞ୍ଚଳରେ। ହେମନ୍ତ ୧୨ବର୍ଷ ହେବ ଆଳି ବିଦ୍ୟୁତ୍ ବିଭାଗ
Read the original at Odisha Reporter ↗