GOOD
POLITICS
ODISHA
Government Job ପାଇଁ ବାୟା, ଜନ୍ମ କଲା ମା’ଙ୍କୁ ଫିଲ୍ମ ଷ୍ଟାଇଲରେ ମାରିଲା ଝିଅ

ନିଜର ସୁରକ୍ଷିତ ଭବିଷ୍ୟତ ପାଇଁ ଭୟଙ୍କର ଖେଳ ଖେଳିଛନ୍ତି ଜଣେ ୨୩ ବର୍ଷୀୟ ଯୁବତୀ। ସରକାରୀ ଚାକିରି ପାଇଁ ସେ ନିଜ ଜନ୍ମ କଲା ମା’ଙ୍କୁ ମଧ୍ୟ ମାରିବାକୁ ପଛାଇ ନାହାନ୍ତି। ଯେଉଁ ମା’ ସବୁ ଅଳି ଅଝଟ ସହି ଛୋଟରୁ ବଡ଼ କରିଥିଲା, ତାଙ୍କୁ ସେ ଫିଲ୍ମ ଷ୍ଟାଇଲରେ ସବୁଦିନ ପାଇଁ ନିଜ ରାସ୍ତାରୁ ହଟାଇ ଦ
Read the original at Odisha Reporter ↗