Flag of Indiaसत्यमेव जयते
GOOD INDIA ODISHA

Girl dies after drowning: ମାଉସୀ ବାହାଘର ପାଇଁ ଯାଇଥିଲେ, ପୋଖରୀରେ ବୁଡ଼ି ପ୍ରାଣ ହରାଇଲେ

ମାମୁ ଘର ଗାଁ ପୋଖରୀରେ ବୁଡ଼ି ଜଣେ ୬ ବର୍ଷର ଶିଶୁ କନ୍ୟାଙ୍କର ମୃତ୍ୟୁ ଘଟିଛି। ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଚମ୍ପୁଆ ଥାନା ଅନ୍ତର୍ଗତ ଜାମୁଦଲକ ଗାଁରେ। ମୃତ ଶିଶୁ କନ୍ୟାଙ୍କ ନାଁ ପରୀ ମୁଣ୍ଡା। ତାଙ୍କ ଘର ବଡ଼ବିଲ ଥାନା ଅନ୍ତର୍ଗତ କାରା ଗାଁରେ। ତାଙ୍କ ବାପାଙ୍କ ନାଁ ସାତ୍ତାର ମୁଣ୍ଡା।

Odisha Reporter Thu, 25 Jun 2026 11:54
Read the original at Odisha Reporter ↗