ACCOUNTABILITY
POLITICS
ODISHA
Ganja Smuggling in LPG Cylinder: କାମ ଦେଲାନି ଅଭିନବ ଉପାୟ; ଗ୍ୟାସ୍ ସିଲିଣ୍ଡରରେ ଗଞ୍ଜେଇ ଚାଲାଣ କରୁଥିବା ବେଳେ ଧରିଲା ପୁଲିସ

ପୁଲିସକୁ ଚକମା ଦେବାକୁ ଅଭିନବ ଉପାୟ ଆପଣାଇଥିଲେ ଗଞ୍ଜେଇ ମାଫିଆ। କିନ୍ତୁ ଫେଲ୍ ମାରିଲା ସେମାନଙ୍କ ଏହି ଅଭିନବ ଉପାୟ। ମାଡ଼ି ବସିଲା ପୁଲିସ। ଘଟଣାଟି ଘଟିଛି ସୁବର୍ଣ୍ଣପୁର ଜିଲ୍ଲା ଲଛିପୁର ଥାନା ଅଞ୍ଚଳରେ। ଜଣେ ଯୁବକ ବାଇକ୍ରେ ଦୁଇଟି ଗ୍ୟାସ୍ ସିଲିଣ୍ଡର ନେଇ ଯାଉଥିଲେ। ସେ ସେହି ଗ୍ୟାସ ସିଲ
Read the original at Odisha Reporter ↗