GOOD
INDIA
ODISHA
Flood Crisis ରାଜ୍ୟରେ ବନ୍ୟା ବିଭୀଷିକା: ୨୦ ଜିଲ୍ଲାରେ ୭ଲକ୍ଷରୁ ଊର୍ଦ୍ଧ୍ୱ ଲୋକ ପ୍ରଭାବିତ, ଆସନ୍ତାକାଲି ଆକାଶମାର୍ଗରୁ ଅନୁଧ୍ୟାନ କରିବେ ମୁଖ୍ୟମନ୍ତ୍ରୀ

ଲଗାଣବର୍ଷା ଯୋଗୁ ବିଭିନ୍ନ ନଦୀରେ ଜଳସ୍ତର ବୃଦ୍ଧି ପାଇ ରାଜ୍ୟରେ ବନ୍ୟା ପରିସ୍ଥିତି ସଙ୍ଗୀନ ହେବାରେ ଲାଗିଛି। ରାଜ୍ୟର ୨୦ଟି ଜିଲ୍ଲାରେ ବନ୍ୟା ଓ ବର୍ଷା ଯୋଗୁ ମୋଟ ୭ଲକ୍ଷ ୫ହଜାର ୨୩୨ଜଣ ଲୋକ ପ୍ରଭାବିତ ହୋଇଛନ୍ତି। ଉତ୍ତର ଓଡ଼ିଶାର ବାଲେଶ୍ୱର,ଭଦ୍ରକ, ମୟୂରଭଞ୍ଜ ଓ କେନ୍ଦୁଝର ସମେତ ଯାଜପୁର ଜ
Read the original at Odisha Reporter ↗