GOOD
INDIA
ODISHA
Flood: ଓଡ଼ିଶାରେ ବନ୍ୟା ବିତ୍ପାତ: ୬ ଜିଲ୍ଲାରେ ୪୪ ବ୍ଲକ୍ ପ୍ରଭାବିତ, ୩ ମୃତ, ବୈତରଣୀ-ସୁବର୍ଣ୍ଣରେଖାରେ ବନ୍ୟା ଓ ମହାନଦୀରେ ଆସୁଛି ୯ଲକ୍ଷ କ୍ୟୁସେକ୍ ଜଳ

ଲଗାଣ ବର୍ଷା ଯୋଗୁଁ ରାଜ୍ୟରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ରାଜ୍ୟର ପ୍ରମୁଖ ନଦୀଗୁଡ଼ିକର ଜଳସ୍ତର ବିପଦ ସଙ୍କେତ ଉର୍ଦ୍ଧ୍ୱରେ ପ୍ରବାହିତ ହେଉଥିବାବେଳେ ଉତ୍ତର ଓଡ଼ିଶାରେ ବନ୍ୟା ପରିସ୍ଥିତି ଗୁରୁତର ହେବାରେ ଲାଗିଛି। ବୈତରଣୀ, ସାଳନ୍ଦୀ, ସୁବର୍ଣ୍ଣରେଖା, ବୁଢ଼ାବଳଙ୍ଗ ଓ ଜଳକା ନଦୀରେ ବନ୍ୟ
Read the original at Odisha Reporter ↗