Flag of Indiaसत्यमेव जयते
GOOD INDIA ODISHA

Firefighter electrocuted to death: ପାଣି ନିଷ୍କାସନ ବେଳେ ବିଦ୍ୟୁତ୍ ଆଘାତରେ ଅଗ୍ନିଶମ ବାହିନୀ କର୍ମଚାରୀଙ୍କ ମୃତ୍ୟୁ

ଜଳ ନିଷ୍କାସନ କରିବା ବେଳେ ବିଦ୍ୟୁତ୍ ଆଘାତରେ ଅଗ୍ନିଶମ ବାହିନୀର ଜଣେ କର୍ମଚାରୀଙ୍କ ମୃତ୍ୟୁ ଘଟିଛି। କେନ୍ଦୁଝର ସହରରେ ବୁଧବାର ଘଟିଛି ଏହି ଘଟଣା। ତାଙ୍କ ନାଁ ଚନ୍ଦନ ପଟ୍ଟନାୟକ। କେନ୍ଦୁଝରରେ ଦୁଇ ଦିନ ଧରି ଲଗାଣ ବର୍ଷାରେ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡ଼ିଥିଲା। ରାସ୍ତାଘାଟ, ଘରଦ୍ୱାର- ସବୁ

Odisha Reporter Wed, 29 Jul 2026 11:28
Read the original at Odisha Reporter ↗