GOOD
INDIA
ODISHA
Finance Dept. ଅଫିସରଙ୍କୁ ତାଗିଦ୍: ରାଜ୍ୟ ବାହାରକୁ କିମ୍ବା ବିଦେଶ ଗସ୍ତ ପୂର୍ବରୁ ଅନୁମତି ଜରୁରୀ, ୨୧ଦିନ ପୂର୍ବରୁ ଆବେଦନ ବାଧ୍ୟତାମୂଳକ

ଏଣିକି କୌଣସି ଅଫିସର ଓ କର୍ମଚାରୀ ବିନା ଅନୁମତିରେ ମୁଖ୍ୟାଳୟ ଛାଡ଼ିପାରିବେ ନାହିଁ। ଯଦି ବ୍ୟକ୍ତିଗତ କାରଣରୁ ରାଜ୍ୟ ବାହାରକୁ କିମ୍ବା ବିଦେଶ ଗସ୍ତରେ ଯିବାକୁ ଚାହିଁବେ,ତା’ହେଲେ ଗସ୍ତର ଅତିକମରେ ୨୧ଦିନ ପୂର୍ବରୁ ନିଜର ଛୁଟି ଓ ମୁଖ୍ୟାଳୟ ଛାଡ଼ିବା ପାଇଁ ଅନୁମତି ନିମନ୍ତେ ଆବେଦନ କରିବାକୁ ପଡ଼
Read the original at Odisha Reporter ↗