GOOD
INDIA
ODISHA
ବନ୍ଧୁଙ୍କଠାରୁ ୧୦୦୦ ଟଙ୍କା ଉଧାର ନେଇଥିଲେ, ୩୫ ବର୍ଷ ପରେ ଘର ଖୋଜି ଫେରାଇଲେ ୨୫ ହଜାର ଟଙ୍କା

ସାଙ୍ଗଙ୍କଠାରୁ ୧୦୦୦ ଟଙ୍କା ଉଧାର ନେଇଥିଲେ କେରଳର ଇସମାଇଲ। ୩୫ ବର୍ଷ ଧରି ସେ ସେହି ଟଙ୍କା ସାଙ୍ଗଙ୍କୁ ଫେରାଇ ପାରିନଥିଲେ ମଧ୍ୟ ଭୁଲି ନଥିଲେ। ଦିନେ ନିଶ୍ଚିତ ଭାବେ ସାଙ୍ଗଙ୍କୁ ଟଙ୍କା ଫେରସ୍ତ କରିବେ ବୋଲି ସେ କରିଥିଲେ ପଣ। କିନ୍ତୁ ସମସ୍ୟା ଥିଲା ଯେ ସେ ଦୀର୍ଘ ବର୍ଷ ଧରି ଆଉ ସେହି ସାଙ୍ଗ
Read the original at Odisha Reporter ↗