Flag of Indiaसत्यमेव जयते
GOOD INDIA ODISHA

Ex-AAP Leader Tahir Hussain Convicted: ଦିଲ୍ଲୀ ଦଙ୍ଗା ବେଳେ ଗୁଇନ୍ଦା ଅଧିକାରୀଙ୍କୁ ହତ୍ୟା: ଦୋଷୀ ସାବ୍ୟସ୍ତ ହେଲେ ଆପ୍‌ର ପୂର୍ବତନ ନେତା

Ex-AAP Leader Tahir Hussain Convicted: ୨୦୨୦ ଉତ୍ତରପୂର୍ବ ଦିଲ୍ଲୀ ଦଙ୍ଗା ବେଳେ ଗୁଇନ୍ଦା ବିଭାଗ(ଆଇବି) ଅଧିକାରୀ ଅଙ୍କିତ ଶର୍ମାଙ୍କ ହତ୍ୟା ଘଟଣାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ଆମ ଆଦମୀ ପାର୍ଟିର ପୂର୍ବତନ କାଉନସିଲର ତାହିର ହୁସେନ। ଦିଲ୍ଲୀର ଗୋଟିଏ କୋର୍ଟ ତାହିରଙ୍କ ସେମତ ଆଉ ୪ ଜଣ

Odisha Reporter Mon, 13 Jul 2026 13:38
Read the original at Odisha Reporter ↗