GOOD
INDIA
ODISHA
Elephant Returns 14 years later to kill 2 more Members: ୧୪ ବର୍ଷ ପରେ ଫେରିଲା ହାତୀ, ସମାନ ପରିବାରର ଆଉ ୨ ଜଣଙ୍କୁ ଦଳିଦେଲା

Elephant: ଖୋଜି ଖୋଜି ହତ୍ୟା କଲା ହାତୀ। ପୂର୍ବରୁ ୨ ଜଣଙ୍କୁ ମାରିଥିଲା। ଏବେ ସମାନ ପରିବାରର ଆଉ ଜଣଙ୍କ ଜୀବନ ନେଇଛି ବଣୁଆ ହାତୀ। ୧୪ ବର୍ଷ ବ୍ୟବଧାନରେ ସମାନ ହାତୀର ଆକ୍ରମଣରେ ଗୋଟିଏ ପରିବାର ୪ ଜଣଙ୍କ ମୃତ୍ୟୁ ଘଟିଛି। ୧୪ ବର୍ଷ ତଳେ ହାତୀ ଆକ୍ରମଣରେ ୨ ଜଣ ପ୍ରାଣ ହରାଇବାରୁ ପରିବାର ଲୋକ
Read the original at Odisha Reporter ↗